ବିଶ୍ବର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା “ରାଇ” କବଳରେ ଫିଲିପାଇନ୍ସ,

ମାନିଲା : ଦକ୍ଷିଣ-ପୂର୍ବ ଏସୀୟ ଦେଶ ଫିଲିପାଇନ୍ସ ଏକ ଅତ୍ୟନ୍ତ ବିନାଶକାରୀ ସାମୁଦ୍ରିକ ବାତ୍ୟାର ସମୁଖୀନ ହୋଇଛି। ଏହି ବାତ୍ୟାର ଅନ୍ତର୍ଜାତୀୟ ନାଁ ହେଉଛି ରାଇ ଓ ଫିଲିପାଇନ୍ସରେ ଏହାକୁ ଓଡେଟ୍ କୁହାଯାଉଛି। ଏହା ଏକ କ୍ୟାଟେଗୋରି-୫ ବାତ୍ୟା ହୋଇଥିବାବେଳେ ଏହାକୁ ବିଶ୍ବରେ ଚଳିତ ବର୍ଷର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା ବୋଲି କୁହାଯାଉଛି। ବୁଧବାର ଭାରତୀୟ ସମୟ ପୂର୍ବାହ୍ନ ୧୧ଟାରେ ଏହା ପ୍ରଥମ ଥର ପାଇଁ ସିଆରଗୋ ଦ୍ବୀପରେ … Continue reading ବିଶ୍ବର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା “ରାଇ” କବଳରେ ଫିଲିପାଇନ୍ସ,